Skip to content

ମାତୃଭାଷା ମିମ ଆହ୍ୱାନ

ସୋସିଆଲ ମିଡ଼ିଆ ବ୍ୟବହାର କରି ଭାଷାଗତ ଓ ଚଳଣିଗତ ବିଭିନ୍ନତା ପ୍ରସାର କରିବା ଓ ପାଳନ କରିବା

  • ଯୋଗାଯୋଗ

UNESCOର ଆନ୍ତର୍ଜାତୀୟ ମାତୃଭାଷା ଦିବସ ୨୦୧୮ ଉପଲକ୍ଷେ ଆମେ ଆପଣଙ୍କୁ ଫେବୃଆରୀ ୧୪-୨୧ ତାରିଖ ଭିତରେ ଏହି ନୂଆ ଓ ମଜାଳିଆ ଆହ୍ୱାନରେ ଭାଗନେବାକୁ ଆମନ୍ତ୍ରଣ କରୁଛୁ!

ଆଦିବାସୀ, ସଂଖ୍ୟାଲଘୁ, ଐତିହ୍ୟ ଓ ବିପନ୍ନ ଭାଷାମାନଙ୍କ ଉପରେ ବିଶେଷ ଗୁରୁତ୍ତ୍ୱ ଦେଇ ବିଶ୍ୱବ୍ୟାପୀ ଭାଷାଗତ ଓ ଚଳଣିଗତ ବିଭିନ୍ନତା ସ୍ଥାପନ କରିବା ନିମନ୍ତେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଆରମ୍ଭ ହୋଇଥିଲା ।

ଆପଣଙ୍କ ପାଇଁ ଆହ୍ୱାନ: ଏହି ଆନ୍ଦୋଳନରେ ଯୋଗଦେଇ ଓ ଭାଗନେଇ ନିଜ ଭାଷାରେ ଏକ ନୂଆ ମିମ ତିଆରି କରନ୍ତୁ, ସେଥିରେ ଏକ ହାସଟ୍ୟାଗ ଯୋଡ଼ନ୍ତୁ, ଆଉ ତାକୁ ପୃଥିବୀ ସାରା ବାଣ୍ଟନ୍ତୁ ।

Share this:

  • Twitter
  • Facebook

ଯୋଗଦାନକାରୀଗଣ

ଅଂଶୀଦାରଗଣ

ଏଠାରେ ଭାଗନେଉଥିବା ସମସ୍ତ ଅଂଶୀଦାରଙ୍କ ତାଲିକା ଦେଖନ୍ତୁ!

Blog at WordPress.com.
Privacy & Cookies: This site uses cookies. By continuing to use this website, you agree to their use.
To find out more, including how to control cookies, see here: Cookie Policy
    • ମାତୃଭାଷା ମିମ ଆହ୍ୱାନ
    • Customize
    • Sign up
    • Log in
    • Copy shortlink
    • Report this content
    • Manage subscriptions